26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବିହାର ନିର୍ବାଚନ: ଏନଡିଏର ଇସ୍ତାହାର ପ୍ରକାଶ

ବିହାର ନିର୍ବାଚନ: ଏନଡିଏର ଇସ୍ତାହାର ପ୍ରକାଶ

ପାଟଣା: ବିହାର ବିଧାନସଭା  ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି । ଇସ୍ତାହାରରେ  ବିହାରରେ ୧ କୋଟି  ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି ।  ୧ କୋଟି ମହିଳାଙ୍କୁ ଲକ୍ଷପତି  ଦିଦି କରିବାକୁ ଏନଡିଏ ପ୍ରତିଶ୍ରୁତି  ଦେଇଛନ୍ତି ।  ସଡକ ନେଟୱାର୍କ  ବିସ୍ତାର ପାଇଁ ୭ଟି  ଏକ୍ସପ୍ରେସ ୱେ ନିର୍ମାଣ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା ରହିଛି ।  ଦରଭଙ୍ଗା ଏବଂ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାର ଯୋଜନା ରହଛି ।   ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରିବାକୁ ଯୋଜନା ରହିଛି । ଗରିବ ପିଲାଙ୍କୁ  କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking