28.1 C
Bhubaneswar
Wednesday, February 4, 2026
Homeଓଡିଶାବିହାର ବିଧାନସଭା ସହ ନୂଆପଡା ଉପନିର୍ବାଚନ!

ବିହାର ବିଧାନସଭା ସହ ନୂଆପଡା ଉପନିର୍ବାଚନ!

ନୂଆପଡା: ବିହାର ବିଧାନସଭା ନିର୍ବାଚନ ସହ ନୂଆପଡା ଉପନିର୍ବାଚନ ସମ୍ଭାବନା ରହିଛି । ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ଦେଲେ ସୂଚନା । ବିହାର ବିଧାନସଭା ଓ ଅନ୍ୟ ଉପନିର୍ବାଚନ ପାଇଁ ନିଯୁକ୍ତି ହେବେ ୪୭୦ ପର୍ଯ୍ୟବେକ୍ଷକ । ୩୨୦ ଆଇଏଏସଙ୍କ ସହ ୬୦ ଆଇପିଏସ ଓ ୯୦ ଆଇଆରଅଏସ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking