16.1 C
Bhubaneswar
Wednesday, January 14, 2026
Homeଓଡିଶାପୁରୀରେ ବିଜେଡିକୁ ବଡ଼ ଝଟକା

ପୁରୀରେ ବିଜେଡିକୁ ବଡ଼ ଝଟକା

ପୁରୀ: ଭୁଶୁଡ଼ିବାରେ ଲାଗିଛି ପୁରୀରେ ବିଜେଡ଼ି ଗଡ଼। ଦଳ ଛାଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ କିଛି ଘନିଷ୍ଠ ସହଯୋଗୀ। ବିଜେଡି ସହ ସଂପର୍କ ତୁଟାଇ ବିଜେପିରେ ମିଶିଛନ୍ତି ବିଜେଡ଼ିର କିଛି ନେତା ଓ କର୍ମୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ମିଶିଛନ୍ତି । ବିଜେଡ଼ିରେ ସେମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ସେମାନେ ଦଳ ଛାଡିଲେ ବୋଲି କହିଛନ୍ତି। ୩୫ ବର୍ଷ ଧରି ବିଜେଡିର ଜଣେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲୁ। ଏବେ ବିଜେପି ପାଇଁ କାର୍ଯ୍ୟ କରିବୁ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking