28.1 C
Bhubaneswar
Sunday, September 8, 2024
Homeଓଡିଶାସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବଡ଼ ଦାୟିତ୍ୱ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଏସିଆ ପାସିଫିକ୍ ଗ୍ରୁପର ଉପ-ସଭାପତି ଭାବରେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆଇପିୟୁ କାର୍ଯ୍ୟକାରୀ କମିଟି ଦ୍ୱାରା ଅପରାଜିତାଙ୍କ ନାଁରେ ମୋହର ବାଜିଥିବା କୁହାଯାଇଛି । ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ଏ ନେଇ ସଳୂଚପା ପାଇଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁ ଆସେମ୍ବଲିରେ ଭାଗ ନେଇଥିଲେ ସାଂସଦ ଅପରାଜିତା । ଏସିଆ ପାସିଫିକ ଗ୍ରୁପ ସାଂସଦକୁ ନେଇ ଆଇପିୟୁ- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ୍ ଗଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking