27.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶବଡ଼ ଖବର : ବଢ଼ିଲା ଜିଓ ପ୍ରିପେଡ୍ ଶୁଳ୍କ

ବଡ଼ ଖବର : ବଢ଼ିଲା ଜିଓ ପ୍ରିପେଡ୍ ଶୁଳ୍କ

ନୂଆଦିଲ୍ଲୀ : ପ୍ରିପେଡ୍ ଯୋଜନାରେ ରିଲାଏନ୍ସ ଜିଓ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ଦ୍ୱାରା ଜୁନ୍ ୨୭ ଅର୍ଥାତ ଗୁରୁବାର ଦିନ ଏହି ଘୋଷଣା କରାଯାଇଥିଲା ଯାହାକି ଦୁଇ ବର୍ଷ ମଧ୍ୟରେ ପ୍ରଥମ ବୃଦ୍ଧି ହେବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking