27.1 C
Bhubaneswar
Monday, June 9, 2025
Homeଓଡିଶାବଡ଼ ଖବର: ଭୁବନେଶ୍ୱରକୁ ଫେରିଲା କୋରୋନା

ବଡ଼ ଖବର: ଭୁବନେଶ୍ୱରକୁ ଫେରିଲା କୋରୋନା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଫେରିଲା କୋରୋନା ।  ଭୁବନେଶ୍ୱରରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେ ।  ସେ ଏବେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ନାନା ରୋଗରେ ପୀଡିତ ଥିଲେ । ଅର୍ଥାତ କୋ ମର୍ୱିଡିଟି ତାଙ୍କ ଭିତରେ ରହିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ କୋଭିଡ ପଜିଟିଭ ବାହାରିଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ସେ କ୍ୱାରେଣ୍ଟାଇନରେ ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking