18.1 C
Bhubaneswar
Tuesday, December 9, 2025
Homeଓଡିଶାଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: କିଛି ଘଣ୍ଟା ପାଇଁ  ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: କିଛି ଘଣ୍ଟା ପାଇଁ  ସାଧାରଣ ଦର୍ଶନ ବନ୍ଦ

ପୁରୀ:  ଶ୍ରୀମନ୍ଦିରରେ  ବଡ ମହାସ୍ନାନ ହୋଇଛି ।  ଅବକାଶ ପୂଜା ନୀତି  ପରେ ଭିତର କାଠ ଦର୍ଶନ ଚାଲୁଥିବା   ବେଳେ ଅଘଟଣ  ହୋଇଛି । ଭିତର କାଠ ନିକଟରେ  କେହି ଜଣେ ବାନ୍ତି  କରିଦେବାରୁ  ବଡ ମହାସ୍ନାନ ହେଉଛି ।  ଦେଢ ଘଣ୍ଟା  ସାଧାରଣ ଦର୍ଶନ ପ୍ରଭାବିତ ହେବ । ଅବକାଶ ଶେଷ ହେବା ପରେ ବଡ ମହାସ୍ନାନ କରାଯାଉଛି ।  ଯାହାଫଳରେ  କିଛି ଘଣ୍ଟା ପାଇଁ  ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking