16.1 C
Bhubaneswar
Sunday, December 21, 2025
Homeଓଡିଶାବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ

ବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ପୂର୍ବତନ  ବ୍ଲକ ସଭାପତି ବିଭୁ ପ୍ରସାଦ ଦେହୁରୀ । ଢେଙ୍କାନାଳ ସଦର ବ୍ଲକର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି ।  ଦଳ ବିରୋଧୀ କାଯ୍ୟ ପାଇଁ ନିଲମ୍ବନ କଲେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking