35.1 C
Bhubaneswar
Wednesday, April 1, 2026
Homeଓଡିଶାଭବ ପ୍ରସାଦଙ୍କୁ ମିଳିଲା ଜାମିନ

ଭବ ପ୍ରସାଦଙ୍କୁ ମିଳିଲା ଜାମିନ

ଯାଜପୁର: ଯାଜପୁର ବିରଜା ହାଟ ଗଣ୍ଡଗୋଳ ଓ ରାସ୍ତାରୋକ ମାମଲା ପ୍ରଣବ ପ୍ରକାଶ ଦାସଙ୍କ ସାନଭାଇ ଭବପ୍ରସାଦଙ୍କୁ ଜାମିନ ମିଳିଲା l ଜାତିଆଣ ଆକ୍ଷେପ ମାମଲାରେ ଜାମିନ ଦେଲେ ଜିଲ୍ଲା ଦୌରାଜଜ୍‌ ବିରଜା ହାଟ ଗଣ୍ଡଗୋଳ ନେଇ ହୋଇଥିଲା ୫ଟି ମାମଲା ପୂର୍ବରୁ ୪ଟି ମାମଲାରେ ଭବପ୍ରସାଦଙ୍କୁ ମିଳିଥିଲା ଜାମିନ ସୁଚନା ଯୋଗ ଯେ ମା ବିରଜା ପ୍ରକଳ୍ପ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁ ରାସ୍ତା ରୋକ ଚାଲି ଥିଲା ବେଲେ ସେହି ସମୟ ରେ ଧର୍ମ ଶଳା ବିଧାୟକ ସେହି ରାସ୍ତା ରେ ଆଶୁ ଥିଲା ବେଳ ବିଜେଡ଼ି କର୍ମୀ ମାନେ ବିଧାୟକ ଙ୍କୁ ଆକ୍ରମଣକୁ କରି ଥିଲେ ଏହି ଘଟଣା କୁ ନେଇ ଯାଜପୁର ରେ ହଟ ଚମ୍ପଟ ସୃଷ୍ଟି ହୋଇଥିଲେ ବିଜେଡି ଦଳ ର ବରିଷ୍ଟ ନେତା ତଥା ଯାଜପୁର ପୁର୍ବ ତନ ପୂର୍ବତନ ପ୍ରଣୟ ପ୍ରସାଦ ଦାସ ଙ୍କ ଭାଇ ଭାବ ପ୍ରସାଦ ଦାସ ଙ୍କୁ ଗଣ୍ଡ ଗୋଳ ରେ ସମ୍ପୃକ୍ତ ଥିବା ର ଅଭିଯୋଗ ହୋଇ ଥିଲା ବିଜେଡି ଦଳ ଓ ବିଜେପି ଦଳ ମଧ୍ୟ୍ୟ ରେ ଆରୋପ ପ୍ରତି ଆରୋପ ସମଗ୍ର ରାଜ୍ୟ ରେ ହଇ ଚୟ ସୃଷ୍ଟି ହୋଇ ଥିଲା l ଯାଜପୁର ସହର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋ ଇଥିଲା l 40 ପ୍ଲାଟୁନ ଫୋର୍ସ ପୋଲିସ ମୂର୍ତ୍ତୟନ୍ ହୋଇ ଥିଲା l ଶ୍ରୀ ଦାସ ଙ୍କୁ ଜେଲ୍ ବାହାରି ଲା ପରେ ବିଜେଡି ନେତା ମାନେ ଶ୍ରୀ ଦାସ ଙ୍କୁ ଫୁଲ ହାର ଦେଇ ସ୍ବାଗତ ଜଣାଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking