27.1 C
Bhubaneswar
Saturday, June 29, 2024
Homeଦେଶ ବିଦେଶଶପଥ ନେଲେ ଭର୍ତ୍ତୃହରି ମହତାବ

ଶପଥ ନେଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ : କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ । ଭାରତୀୟ ଜନତା ପାର୍ଟି ନେତା ଭର୍ତ୍ତୃହରି ମହତାବ ଅଧିବେଶନର ପ୍ରଥମ ଦିନ ଆରମ୍ଭ ପୂର୍ବରୁ ସୋମବାର ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲଗାତାର ୭ ଥରର ସାଂସଦ ହେଉଛନ୍ତି ଭର୍ତ୍ତୃହରି ମହତାବ । ତେବେ ନୂଆ ସାଂସଦଙ୍କୁ ଶପଥ କରାଇବେ କାମଚଳା ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking