22.1 C
Bhubaneswar
Saturday, March 22, 2025
Homeଓଡିଶାଓଡିଶାରେ ଭରପୁର ସୁନା ଖଣି: ମନ୍ତ୍ରୀ

ଓଡିଶାରେ ଭରପୁର ସୁନା ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ଭରପୁର ସୁନା ଖଣି ରହିଛି ।  ଏନେଇ ଗୃହରେ ଖଣି ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି । ଦେବଗଡ , କେନ୍ଦୁଝର , ସୁନ୍ଦରଗଡ, ନବରଙ୍ଗପୁର , ଅନୁଗୁଳ, କୋରାପୁଟ , ମାଲକାନଗିରି ସମ୍ବଲପୁର ଓ ବୌଦ୍ଧରେ  ସୂନା ଖଣି ରହିଛି । ଓଡିଶାରେ ସୁନାଖଣି ମିଳୁଛି କହିଲେ ଖଣି ମନ୍ତ୍ରୀ ବିଭୂତି ଜେନା । କହିଛନ୍ତି , ୧୫ ଶହ କେଜିରୁ ଅଧିକ ସୁନା ସନ୍ଧାନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking