30.1 C
Bhubaneswar
Sunday, October 27, 2024
Homeଓଡିଶାଭୁବନେଶ୍ୱରଭରତପୁର ଥାନାରେ ମେଜର - ପୁଲିସ କଳି : ସତ୍ୟପାଠ ଦାଖଲ କଲେ ମେଜର ଓ...

ଭରତପୁର ଥାନାରେ ମେଜର – ପୁଲିସ କଳି : ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

ବ୍ୟୁରୋ : ଭରତପୁର ଥାନା ଘଟଣାରେ ମେଜର ଏବଂ ତାଙ୍କ ବାନ୍ଧବୀ ଙ୍କ ସତ୍ୟପାଠ ଦାଖଲ  ା ଏହି ଘଟଣାକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚାରେ  । ଏହି ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ପାଖରେ ସତ୍ୟପାଠ ଦାଖଲ କରିଛନ୍ତି  ମେଜର ଏବଂ ତାଙ୍କ ବାନ୍ଧବୀ । ଏବଂ ସତ୍ୟପାଠ ଦାଖଲ ସମୟ ସୀମାକୁ ବୃଦ୍ଧି କରିଛନ୍ତି  ଜଷ୍ଟିସ ଚିତିରଞ୍ଜନ ଦାସ କମିଶନ  ା ଆଉ ୧୦ ଦିନ ବୃଦ୍ଧି କରିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଏହା ଚଳିତ ମାସ ୨୭ ତାରିଖରେ ସରୁଥିଲା ତାହା ଆସନ୍ତା  ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ଏହାକୁ  କମିଶନ ଦାସ ଗଠନ କରିଛନ୍ତି  ।https://www.youtube.com/watch?v=kyvDt3iv5Jo

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking