34.9 C
Bhubaneswar
Monday, April 6, 2026
Homeଓଡିଶାବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବାଚସ୍ପତିି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ।  ଶ୍ରୀ ପଣ୍ଡାଙ୍କୁ  ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଛି । ଉକ୍ତ କମିଟିରେ ଲୋକସଭାରୁ ୧୫ଜଣ  ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି ।  ଉକ୍ତ କମିଟିରେ ତାରିକ ଅନୱାର, ସୁଦୀପ ବନେ୍ଦାପାଧ୍ୟାୟ, କାନିମୋଇ, ପ୍ରତାପ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ ଓ ଅରୁଣ ସିଂହ ପ୍ରମୁଖ ସଦସ୍ୟ ରହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking