33.1 C
Bhubaneswar
Friday, April 25, 2025
Homeଓଡିଶାଓଭରବ୍ରିଜରେ ଦୁର୍ଘଟଣା: ଜଣେ ମୃତ, ୨ ଆହତ

ଓଭରବ୍ରିଜରେ ଦୁର୍ଘଟଣା: ଜଣେ ମୃତ, ୨ ଆହତ

ଭୁବନେଶ୍ବର: ବରମୁଣ୍ଡା ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୁକୁଡ଼ା ବୋଝେଇ ଗାଡିକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ରାତି ଅଧରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିବା ପରେ ସେହି ସ୍ଥାନରେ ପୁଣି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପିସିଆରର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ପୋଲିସ କମିଶନର ଓ ଡିସିପି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking