18.1 C
Bhubaneswar
Friday, January 17, 2025
Homeଓଡିଶାଚିନା ବାଦାମ ଖାଇବାର ଫାଇଦା

ଚିନା ବାଦାମ ଖାଇବାର ଫାଇଦା

ଭୁବନେଶ୍ୱର: ଚିନା ବାଦାମରେ ଅଧିକ ମାତ୍ରାରେ କ୍ୟାଲୋରି ଏବଂପ୍ରୋଟିନ ଥାଏ । ଯାହାକି ଥଣ୍ଡା ଦିନରେ ଶରୀରକୁ ଉଷ୍ମତା ରଖିବା ସହ ଉର୍ଜା ପ୍ରଦାନ କରିଥାଏ । ଚିନା ବାଦାମରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଥାଏ । ଏହା ଆମ ଶରୀରର ହାଡର ଜଏଣ୍ଟ ଗୁଡିକୁ ମଜବୁତ୍ ରଖେ । ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚିନା ବାଦାମରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଜିଙ୍କ୍ ସହାୟକ ହୁଏ । ଏଥିରେ ଭିଟାମିନ୍ ଇ ଏବଂ ବାୟୋଟିନ ଅଛି । ଯାହାକି ଶୀତ ଋତୁରେ ତ୍ୱଚାର ଗ୍ଲୋକୁ ବଢାଇବା ସହ ତୁଳା ପରି ନରମ ରଖେ । ଚିନା ବାଦାମରେ ହେଲଦି ଫ୍ୟାଟ ଥାଏ ଯାହାକି ସେବନ କରିବା ଦ୍ୱାରା ହାର୍ଟ ସୁସ୍ଥ ରୁହେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking