29.1 C
Bhubaneswar
Monday, April 28, 2025
Homeଓଡିଶାଆଲୋଭେରା ଜେଲର ଉପକାରିତା

ଆଲୋଭେରା ଜେଲର ଉପକାରିତା

ଭୁବନେଶ୍ୱର: ସ୍କିନ କେୟାର ରୁଟିନ ସହିତ ନିଜ ଡାଏଟର ବି ଯତ୍ନ ନେବା ଉଚିତ୍ । ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଆଲୋଭେରା ସାହାଯ୍ୟ କରିଥାଏ । ଘରେ ଅତି ସହଜରେ ଆପଣ ଏହାକୁ ବ୍ଯବହାର କରିପାରିବେ। ବାଦାମ ତେଲରେ ଭିଟାମିନ ଇ ଥିବାରୁ ଏହା ଆମ ତ୍ଵଚା ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହାକୁ ପ୍ରୟୋଗ କରିବା ଦ୍ୱାରା ସ୍କିନ ଡ୍ରାଏ ହୋଇନଥାଏ । ଆପଣ ଏହାକୁ ବେକ, ହାତ ଏବଂ ପାଦରେ ମଧ୍ୟ ଲଗାଇ ପାରିବେ । ଏହି ମିଶ୍ରଣକୁ ଅତି କମରେ ୧୦ ମିନିଟ୍ ପାଇଁ ପ୍ରୟୋଗ କରନ୍ତୁ । ନିଜ ସ୍କିନ୍ ଉପରେ ଏହା ପ୍ରୟୋଗ କରିବା ପୂର୍ବରୁ ଥରେ ନିଜ ତ୍ୱଚାକୁ ପରୀକ୍ଷା କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking