24.1 C
Bhubaneswar
Monday, March 23, 2026
Homeଓଡିଶାଜାନୁଆରୀ ଶେଷ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଜାନୁଆରୀ ଶେଷ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ମିଳିବ । ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିବ । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ । ଇ – କେୱାଇସି କରିନଥିଲେ ତୁରନ୍ତ କରନ୍ତୁ । ୨ ଲକ୍ଷରୁ ଅଧିକ ହିତାଧିକାରୀ କରିନାହାନ୍ତି ଇ – କେୱାଇସି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ହିତାଧିକାରୀ ଅପ୍ଟ ଆଉଟ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ ଅପ୍ଟ ଇନ କଲେଣି ୧୭ ହଜାର ମହିଳା ହିତାଧିକାରୀ।  ମୋଟ ୩୧ହଜାର ମହିଳା ଅପ୍ଟ ଆଉଟ ହୋଇଥିବାବେଳେ ୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି। ବାକି ୧୪ ହଜାର ମହିଳା ଅପ୍ଟ ଇନ କରିନାହାଁନ୍ତି।  ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରୀ କରିଥାଇପାରନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking