କୋରାପୁଟ: ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଦଶମନ୍ତପୁର ଥାନା ନେର୍କାଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଚିକିତ୍ôସାଧୀନ ଅବସ୍ଥାରେ ଗର୍ଭବତୀଙ୍କୁ ମୃତ୍ୟୁ ଘୋଷଣା କରିକରିଛନ୍ତି । ହେଲେ ସ୍ଥାନୀୟ ଜାଗାରୁ ମହିଳାଙ୍କ ଶବ ଉଠୁନି । ଅଭିଯୁକ୍ତ ସ୍ୱାମୀ ଫେରାର ଅଛନ୍ତି । ହତ୍ୟା ଅଭିଯୋଗରେ ଦଶମନ୍ତପୁର ପୋଲିସ ତଦନ୍ତ ଚଳାଇଛି ।