15.1 C
Bhubaneswar
Monday, February 9, 2026
Homeଓଡିଶାଆବାସ ଘର ତିଆରି ପାଇଁ ବଣ୍ଡା ଜନଜାତିଙ୍କୁ ବିଡିଓଙ୍କ ଅପିଲ

ଆବାସ ଘର ତିଆରି ପାଇଁ ବଣ୍ଡା ଜନଜାତିଙ୍କୁ ବିଡିଓଙ୍କ ଅପିଲ

ମାଲକାନଗିରି: ଆବାସ ଘର ତିଆରି ପାଇଁ ବଣ୍ଡା ଜନଜାତିଙ୍କୁ ବିଡିଓ ଅପିଲ କରିଛନ୍ତି ।  ମୁଦୁଲିପଡା ଓ ଅଣ୍ଡରାହାଲ ଗାଁରେ ସଚେତନ କଲେ ଖଇରପୁଟ ବିଡିଓ । ରାତିରେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ବୁଝାଇଲେ ବିଡିଓ ଅଜୟ କୁମାର ପ୍ରଧାନ। ଆବାସ ଘର କାମ ଶେଷ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ୧୧୬୮ ଟି ଘର ଆସିଥିବା ବେଳେ ୫୦୭ ଟି ନିର୍ମାଣ ଆରମ୍ଭ ହୋଇନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking