16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶବସନ୍ତ ପଞ୍ଚମୀ: ୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା

ବସନ୍ତ ପଞ୍ଚମୀ: ୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା

ନୂଆଦିଲ୍ଲୀ :ଆଜି ବସନ୍ତ ପଞ୍ଚମୀ ପାଇଁ ସାରା ଦେଶରେ ଉତ୍ସବ ମୁଖର ରହିଛି । ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ନିକଟରେ ଦଳାଚକଟାରେ ବହୁ ଲୋକଙ୍କ ପ୍ରାଣ ହାନୀ ହୋଇଥିବାବେଳେ ବହୁ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ସମସ୍ତ ବ୍ୟବସ୍ଥା କରାଯିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଯାଇ ସଙ୍ଗମ ସ୍ଥଳ ଦେଖି ଆସିଛନ୍ତି । ଭିଆଇପିଙ୍କ ପାସ୍ ବାତିଲ କରାଯାଇଥିବାବେଳେ ସୁରକ୍ଷା ଗୁରୁତ୍ବ ଦିଆଯାଇଛି । ଯେଭଳି କୌଣସି ଅସୁବିଧା ନହୁଏ ପ୍ରଶାସନ ଦୃଷ୍ଟି ଦେଉ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking