17.1 C
Bhubaneswar
Friday, February 6, 2026
Homeଓଡିଶାବରପଦା ଇଞ୍ଜିନିଅରିଂ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ

ବରପଦା ଇଞ୍ଜିନିଅରିଂ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ

ଭଦ୍ରକ: ବରପଦା ଇଞ୍ଜିନିଅରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ। ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଙ୍ଗବଦ୍ଧ ଭାବେ ଆକ୍ରମଣ ଅଭିଯୋଗ। ଅଧକ୍ଷ ଗଙ୍ଗାଧର ଧଳ ନିଜ ଚାମ୍ବରରେ କାର୍ଯ୍ୟ କରୁଥିବା ବେଳେ ଆକ୍ରମଣ। ବିଧା ଗୋଇଠା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗ। ଗୁରୁତର ଅବସ୍ଥାରେ ଅଧକ୍ଷ ଭଦ୍ରକ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି। ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଅଧକ୍ଷଙ୍କୁ ପଚରାଉଚରା। ଘଟଣାକୁ ନେଇ ଅପରପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking