25.1 C
Bhubaneswar
Sunday, February 22, 2026
Homeଓଡିଶାବରୀ ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ବରୀ ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ବରୀବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ବରୀ ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ପ୍ରଥମେ ନିଜର ସକ୍ରିୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଫଳତା ଏବଂ ବିଜେଡି ସରକାର ଙ୍କ ସଫଳତା ସଂପର୍କ ରେ ଲୋକଙ୍କୁ ଅବଗତ କରିବା ଲକ୍ଷ୍ୟ ରେ ଏହି ସଭ୍ୟ ସଂଗ୍ରହ ଅଭିଯାନ କରିବାକୁ ଲକ୍ଷ୍ୟ ରହିଛି ବୋଲି ବିଧାୟକ କହିଥିଲେ। ପରେ ପରେ ଏହି କାର୍ଯ୍ୟକ୍ରମରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟଖ୍ୟା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ,ଦିଲ୍ଲୀପ ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ସମିତି ସଭ୍ୟ/ସଭ୍ୟା, ଯୁବଗୋଷ୍ଠି ପ୍ରମୁଖ ଯୋଗଦେଇ ସଦସ୍ୟତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ଏଥି ସହ ଯାଜପୁର ରେ ଉପୁଜିଥିବା ବିବାଦକୁ ଘୋର ନିନ୍ଦା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking