17.1 C
Bhubaneswar
Wednesday, February 4, 2026
Homeଓଡିଶାବାରବାଟୀ ଟିକେଟ ବିକ୍ରି: ସକାଳ ୬ରୁ ଧାଡି

ବାରବାଟୀ ଟିକେଟ ବିକ୍ରି: ସକାଳ ୬ରୁ ଧାଡି

କଟକ: ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା । ଡିସିପି ସମୀକ୍ଷା କରି ସୂଚନା ଦେଇଛନ୍ତି ଯେ କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ ଡିସିପି । କ୍ରିକେଟ ଏକାଡେମୀ ପଟୁ ପ୍ରବେଶ କରିବେ ଏବଂ ପ୍ରସ୍ଥାନ ଗେଟ୍ ଅଲଗା ରହିବ । ଆସନ୍ତା ୫ ତାରିଖ ସକାଳ ୯ଟାରୁ ଟିକେଟ ବିକ୍ରି, ୬ଟାରୁ ଧାଡିରେ ରହିବାକୁ ଅନୁମତି ଦିଆଯାଇଛି । ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡିରେ ରହି ପାରିବେନାହିଁ । କଳାବଜାରୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ସାଦା ପୋଷାକରେ ପୋଲିସ ରହିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ଟିକେଟ ବିକ୍ରି ପ୍ରକ୍ରିିୟା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking