24.1 C
Bhubaneswar
Tuesday, February 10, 2026
Homeଓଡିଶାବାରବାଟୀ ସୁରକ୍ଷା : ଟ୍ୱିନସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

ବାରବାଟୀ ସୁରକ୍ଷା : ଟ୍ୱିନସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

କଟକ : ବାରବାଟୀ ମ୍ୟାଚ ପାଇଁ ସୁରକ୍ଷା ସମୀକ୍ଷା କରାଯାଇଛି । ପୁଲିସ ସେବା ଭବନରେ ଗୁରୁତ୍ୱପୂଣ୍ଣ ବୈଠକ ଚାଲିଛି । କଡା ସୁରକ୍ଷାରେ ରହିଛି ବାରବାଟୀ ଷ୍ଟାଡିୟମ ।  ଏନେଇ ଟ୍ୱିନ ସିଟିରେ ୫୦  ପ୍ଲାଟୁନ ଫୋର୍ସ ମୁତୟନ ହେବେ  ା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ । ୮ରେ ଅଭ୍ୟାସ ପାଇଁ କଡା ସୁରକ୍ଷାରେ କଟକ ଯିବେ ଖେଳାଳି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking