28.1 C
Bhubaneswar
Wednesday, June 11, 2025
Homeଓଡିଶାବାରଗାର୍ଲକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ବାରଗାର୍ଲକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ପୁରୀ: ବାରଗାର୍ଲକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ । ବାର ଗାର୍ଲକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା ବେଳେ ଉଠାଇ ନେଇଛି ପୋଲିସ । ପୁରୀ ପେଣ୍ଠକଟାରୁ ଅଞ୍ଚଳରୁ ଯୁବକଙ୍କୁ ଉଠାଇ ଆଣିଛି ପୋଲିସ । ଲଭ, ସେକ୍ସ ଓ ଧୋକା ମାମଲାରେ ଗିରଫ କରିଛି ଧଉଳି ଥାନା ପୋଲିସ । ଅଭିଯୁକ୍ତର ନାଁ ବିଶ୍ୱଜିତ ସାହୁ, ଘର ପୁରୀ । ବର୍ଷେ ହେଲା ଉଭୟ ଲିଭ୍‌ ଇନ ରିଲେସନରେ ରହୁଥିଲେ । ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking