27.1 C
Bhubaneswar
Thursday, May 22, 2025
Homeଓଡିଶାବାଂଶପାଳ ବ୍ଲକ ଅଧ୍ୟକ୍ଷ ଗିରଫ

ବାଂଶପାଳ ବ୍ଲକ ଅଧ୍ୟକ୍ଷ ଗିରଫ

କେନ୍ଦୁଝର: କେନ୍ଦୁଝର ବାଁଶପାଳ ବ୍ଲକ ଅଧ୍ୟକ୍ଷ ମାନଓ ଦେହୁରୀ ଗିରଫ । ମାନଓ ଦେହୁରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ନୟାକୋଟ ପୋଲିସ । ବିପ୍ଲବୀ ଧରଣୀଧର ନାଏକଙ୍କ ଜୟନ୍ତୀ ଉତ୍ସବ ଗଣ୍ଡଗୋଳ ମାମଲାରେ ଗିରଫ । ନିୟନ୍ତ୍ରଣ ନ ଥିବାରୁ ବ୍ଲକ ଅଫିସର ତାଲା ପକାଇ ଭଙ୍ଗାରୁଜା କରିଥିଲେ । ଗତ ୬ ତାରଖରେ ବିଡିଓଙ୍କ ଏତଲା ଆଧାରରେ ଗିରଫ । ପୂର୍ବରୁ ମାନସଙ୍କ ଦୁଇ ସହେଯାଗୀ ଗିରଫ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking