17.1 C
Bhubaneswar
Saturday, December 20, 2025
Homeଓଡିଶାବ୍ୟାଙ୍କ ଡକାୟତି: ୪ ଗିରଫ

ବ୍ୟାଙ୍କ ଡକାୟତି: ୪ ଗିରଫ

ନୟାଗଡ: ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ୍ ଘଟଣା । ୪ ଜଣଙ୍କୁ ଗିରଫ କଲା ନୟାଗଡ ପୋଲିସ । ୨୦ ଲକ୍ଷରୁ ଅଧିକ ଟଙ୍କା ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଲୁଟ୍ ଘଟଣାରେ ସମ୍ପୃକ୍ତ ଆଉ ଚାରି ଜଣ ଲୁଟେରା ଏବେ ବି ଫେରାର ଥିବା ସୂଚନା ମିଳିଛି । ୨ ତାରଖ ସନ୍ଧ୍ୟାରେ ଲୁଟ କରିଥିଲେ ୬ ଲୁଟେରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking