24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶମୁମ୍ବାଇରେ ତେଜିଲା ବ୍ୟାଙ୍କ ଗ୍ରାହକଙ୍କ ଅସନ୍ତୋଷ

ମୁମ୍ବାଇରେ ତେଜିଲା ବ୍ୟାଙ୍କ ଗ୍ରାହକଙ୍କ ଅସନ୍ତୋଷ

ମୁମ୍ବାଇ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ହଙ୍ଗାମା । ଗ୍ରାହକ ନା ଉଠାଇ ପାରୁଛନ୍ତି ଟଙ୍କା, ନା ଜମା କରିପାରୁଛନ୍ତି । ଗତକାଲି ବ୍ୟାଙ୍କ କାରବାରରେ ସମସ୍ୟା ଆସିବା ପରେ ଆଜି ପ୍ରବଳ ହଟୋଗୋଳ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ନ୍ୟୁ ଇଣ୍ଡିଆ କୋଅପରେଟିଭି ବ୍ୟାଙ୍କ  କାରବାରରେ ଅନିୟମତା ଦର୍ଶାଇ କୋଅପରେଟିଭ ବ୍ୟାଙ୍କ ଉପରେ କାଲିଠୁ କଟକଣା ଲଗାଇଛି ଆରବିଆଇ ।ଯାହାକୁ ନେଇ ସମସ୍ତ କାମ ଠପ ହୋଇଛି । ତେବେ କୌଣସି ସୂଚନା ବିନା ବ୍ୟାଙ୍କ ନେଣଦେଣ ବନ୍ଦକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking