21.1 C
Bhubaneswar
Sunday, December 21, 2025
Homeଓଡିଶାବେଲୁନ ଗ୍ୟାସ୍ ଟାଙ୍କି ଫାଟି ବେଲୁନ ବିକ୍ରେତା ଗୁରୁତର

ବେଲୁନ ଗ୍ୟାସ୍ ଟାଙ୍କି ଫାଟି ବେଲୁନ ବିକ୍ରେତା ଗୁରୁତର

ବାରିପଦା: ବାରିପଦାରେ ବଡ ଅଘଟଣ । ଶିମିଳିପାଳ ସୀତାକୁଣ୍ଡରେ ବେଲୁନ ଗ୍ୟାସ ଟାଙ୍କି ଫାଟି ବେଲୁନ ବିକ୍ରେତା ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ବେଲୁନ ବିକ୍ରେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପିଆରଏମ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଅଘଟଣ ପଛର କାରଣ କଣ ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking