25.1 C
Bhubaneswar
Thursday, July 4, 2024
Homeଓଡିଶାବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା

ବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା

ଯାଜପୁର : ଆଜି ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ ତାଲା ପଡିଛି । ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ଉଠିବା ପରେ ଏନେଇ ଖୋଳତାଡ ଆରମ୍ଭ ହୋଇଥିଲା । ଫଳରେ ଏହାକୁ ସିଲ କରିବାକୁ ବିଡିଓ ନୋଟିସ୍ କରିଥିଲେ । ଢାବାରେ ତାଲା ପଡିବା ପୂର୍ବରୁ ହିଁ ବିଠିଓଙ୍କ ନୋଟିସ ପାଇବା ମାତ୍ରେ ଢାବା ଖାଲି କରିବା ଆରମ୍ଭ ହୋଇଯାଇଥିଲା । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ତାଲା ପକାଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ରାତିରେ ଏହି ଢାବାରୁ ସମସ୍ତ ଆସବାବପତ୍ର ଖାଲି କରାଯାଇଛି। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ପାଇଁ ଗତକାଲି ବିଡିଓ ସୂଚନା ଦେଇଥିଲେ। ଏହା ପରେ ରାତା ରାତି ସମସ୍ତ ଆସବାବପତ୍ର ଖାଲି ହୋଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking