ପିପିଲି: ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ । ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ । ଗତକାଲି ଦିଲ୍ଲୀ ଏମ୍ସରେ ୩୦ ମିନିଟରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଗତକାଲି ତୃତୀୟ ଥର ପାଇଁ ବୟାନ ରେକର୍ଡ କରାଯାଇଥିଲା । ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି, ପୀଡିଡା । ସେପଟେ ଗତକାଲି ପୀଡିତାଙ୍କ ତୃତୀୟ ଥର ପାଇଁ ଅସ୍ତ୍ର ପ୍ରଚାର ହୋଇସାରିଛି । ସେପଟେ, ପୀଡିତାଙ୍କ ଘର ସାମ୍ନାରେ ରାତି ତମାମ ଜଗି ରହିଥିଲେ ସୁରକ୍ଷା କର୍ମୀ ।









