ଭୁବନେଶ୍ୱର: ୧୫ ଜିଲ୍ଲାରେ ବିପଦଜନକ ଭାବେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତିକୁ ଚେତାବନୀ ରହିଛି । ସେହିପରି କୋରାପୁଟ , ନବରଙ୍ଗପୁର ନୂଆପଡା, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ରାୟଗଡା, ଦେବଗଡ ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।