15.1 C
Bhubaneswar
Saturday, December 6, 2025
Homeଓଡିଶାବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ

ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡ଼ା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକେପ୍ଟର ଯାଞ୍ଚ ହେଉଛି। ନୂଆପଡ଼ା ଉପନିର୍ବାଚନ ଦୃଷ୍ଟିରୁ ହେଲିକପ୍ଟର ଯାଞ୍ଚ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମଡେଲ କୋଡ ଅଫ୍‌ କଣ୍ଡକ୍ଟ ଦୃଷ୍ଟିରୁ ଫ୍ଲାଇଂ ସ୍କ୍ବାଡ୍‌ ଓ ଭିଏସଟି ଟିମ୍‌ ପକ୍ଷରୁ ଯାଞ୍ଚ ଚାଲିଛିସୂଚନାଯୋଗ୍ୟ, ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ବୈଜୟନ୍ତ ପଣ୍ଡା ପ୍ରଚାର କରୁଛନ୍ତି । ଚା’ ପେ ଚର୍ଚ୍ଚା ଓ ରୋଡ୍ ସୋ’ ରେ ଆଜି ନୂଆପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଜେପିର ମାରାଥନ ନିର୍ବାଚନ ପ୍ରଚାରରେ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking