24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଜେପିସିରେ ବୈଜୟନ୍ତ

ଜେପିସିରେ ବୈଜୟନ୍ତ

ନୂଆଦିଲ୍ଲୀ : ୱାନ ନେସନ  ୱାନ  ଇଲେକ୍ସନ ବିଲ ଜେପିସିରେ ସାମିଲ ହେଲେ ବୈଜୟନ୍ତ ପଣ୍ଡା । ଜେପିସିରେ ଆଉ ୬ ସାଂସଦଙ୍କ ନାଁ ଯୋଡିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ଜେପିସିରେ  ଭର୍ତ୍ତୁହରି ମହତାବ , ସମ୍ବିତ ମହାପାତ୍ର ମଧ୍ୟ ସଦସ୍ୟ ସାମିଲ ରହିବେ । ଜେପିସିରେ  ଲୋକସଭାର ୨୭ ଓ ରାଜ୍ୟସଭାରେ ୧୨ ସାଂସଦ ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking