29.1 C
Bhubaneswar
Tuesday, February 10, 2026
Homeଓଡିଶାପୋଖରୀ ହୁଡାରୁ ଶିଶୁକନ୍ୟା ଉଦ୍ଧାର

ପୋଖରୀ ହୁଡାରୁ ଶିଶୁକନ୍ୟା ଉଦ୍ଧାର

କରଞ୍ଜିଆ: ପୁଣି ଅଲୋଡ଼ା ଶିଶୁକନ୍ୟା । ପୋଖରୀ ହୁଡ଼ାରେ ଶୁଆଇ ଦେଇ ଚାଲିଗଲା ମାଆ । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ବଡପାଣି ଗ୍ରାମରେ। ସ୍ଥାନୀୟଲୋକେ ପ୍ରଥମେ ପୋଖରୀ ହୁଡ଼ାରେ ଶିଶୁକନ୍ୟା ଦେଖି ସରପଞ୍ଚକୁ ଖବର ଦେଇଥିଲେ। ଖବର ପାଇ  ଘଟଣାସ୍ଥଳରେ ଚତୁରାଞ୍ଜଳି ସରପଞ୍ଚ ପହଞ୍ଚି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking