28.1 C
Bhubaneswar
Friday, June 13, 2025
Homeଓଡିଶାକଂଗ୍ରେସକୁ ଟାର୍ଗେଟ କଲେ ବାବୁ ସିଂ 

କଂଗ୍ରେସକୁ ଟାର୍ଗେଟ କଲେ ବାବୁ ସିଂ 

ଭୁବନେଶ୍ୱର : କଂଗ୍ରେସର ହଟ୍ଟଗୋଳ ଦେଖି ବିଜେପି ପ୍ରତିକ୍ରିୟା ରଖିଛି । କଂଗ୍ରେସକୁ ଟାର୍ଗେଟ କରି ବିଧାୟକ ବାବୁ ସିଂ କହିଛନ୍ତି । ଯିଏ ନାଲି ଚଷମା ପିନ୍ଧିବ ତାକୁ ସାରା ସଂସାର ନାଲି ଦିଶିବ ।  କଂଗ୍ରେସ ନିଜ ସରକାର ସମୟକୁ ଦେଖୁ । ଏଠି ନୂଆ ସରକାର ଆସିଛି , ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତତ୍ପର ଅଛନ୍ତି । ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking