19.1 C
Bhubaneswar
Monday, February 2, 2026
Homeଓଡିଶାଗୁଟ୍‌ଖା ନେଇ ପ୍ରଥମେ ସଚେତନତା: ମନ୍ତ୍ରୀ

ଗୁଟ୍‌ଖା ନେଇ ପ୍ରଥମେ ସଚେତନତା: ମନ୍ତ୍ରୀ

ପାରଳାଖେମୁଣ୍ଡି: ଗୁଟ୍‌ଖା, ତମାଖୁ ବ୍ୟାନ୍ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ଏସବୁ ବିକ୍ରି ବନ୍ଦ କରିବାକୁ ସଚେତନତା ଅଭିଯାନ ଚାଲିଛି । ପରେ ରାଜ୍ୟରେ ଜିଲ୍ଲାସ୍ତରୀୟ ଏନଫୋର୍ସମେଣ୍ଟ ଗଠନ କରାଯିବ । ଶିକ୍ଷାନୁଷ୍ଠାନ ନିକଟରେ ବନ୍ଦ ହେବ ନିଶା ଦ୍ରବ୍ୟ ବିକ୍ରି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking