15.1 C
Bhubaneswar
Monday, February 9, 2026
Homeଓଡିଶାପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା: ଡିଜିପି

ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା: ଡିଜିପି

ଭୁବନେଶ୍ୱର: ଓଡିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ ନୋଟିସ ପ୍ରସଙ୍ଗରେ  ଜଣେ ପାକିସ୍ତାନୀ ନାଗରିକ ଓଡିଶା ଛାଡି ସାରିଛନ୍ତି କହିଲେ ଡିଜିପି ୱାଇବି ଖୁରାନିଆ । କହିଛନ୍ତି , ଯେଉଁମାନେ  ଦୀର୍ଘମିଆଦି ଭିସା ପାଇଛନ୍ତି ବା ଆବେଦନ ବିଚାରାଧୀନ ଦେଖୁଛୁ । ତା ଉପରେ ଆମେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରି ରହିଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking