କୋରାପୁଟ: ମହୁମାଛି ଆକ୍ରମଣରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଆଇଜିଙ୍କ ଘର ସମ୍ମୁଖରେ ଅଘଟଣ ଘଟିଛି । ମୃୃତ ଯୁବକ କୋରାପୁଟ ହାଉସିଂବୋର୍ଡ ଅଞ୍ଚଳରେ ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଯୁବକଙ୍କ ମୃତ୍ୟୁ ଖବରକୁ ନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।