22.1 C
Bhubaneswar
Saturday, January 17, 2026
Homeଓଡିଶାଜଳିଗଲା ଅଟୋ - କାର୍‌: ଜଣେ ଜୀବନ୍ତ ଦଗ୍ଧ

ଜଳିଗଲା ଅଟୋ – କାର୍‌: ଜଣେ ଜୀବନ୍ତ ଦଗ୍ଧ

ଫୁଲବାଣୀ: ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ । ଏହି ଅଗ୍ନିକାଣ୍ଡରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ୩ ଜଣ ଗୁରୁତର ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କଲା ଫୁଲବାଣୀ ଅଗ୍ନିଶମ ବାହିନୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking