ଭୁବନେଶ୍ୱର: ବିଜୁଙ୍କ ଶ୍ରାଦ୍ଧ ଦିବସରେ ନବୀନଙ୍କ ତେରଛା ବାଣ । କହିଛନ୍ତି ଓଡିଶାକୁ ଏକ ନମ୍ବର କରିବା ତାଙ୍କ ସ୍ୱପ୍ନ । ସ୍ୱପ୍ନ ସାକାର ପାଇଁ ୨୪ ବର୍ଷ ଭଲ କାମ କଲୁ । ଆମେ ଆମ କାମ ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲା । ଆମେ ମହାନ ଲୋକଙ୍କୁ ହଟାଇବାକୁ ଚେଷ୍ଟା ଚାଲିଛି । ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି କହିଛନ୍ତି ନବୀନ । ହେଲେ ଏହା କେହି କରିପାରିବେ ନାହିଁ । ସମୟ ନଷ୍ଟ ନକରି ବିକାଶ କଲେ ଓଡିଶାର ମଙ୍ଗଳ ହେବ ।