37.1 C
Bhubaneswar
Thursday, March 12, 2026
Homeଓଡିଶାବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର

ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୋପୀନାଥପୁର ଗାଁରେ ଅଘଟଣ। ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋପୀନାଥପୁର ଗାଁରେ ମୁସଲମାନ ସମ୍ପ୍ରଦାୟର ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲା ଠୁ ବୟସ୍କ ସମସ୍ତେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଲସି ପିଇ ପ୍ରଥମେ ଛୋଟ ପିଲା ଓ ପରେ ବୟସ୍କ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିଛି ଗୁରୁତର ମାନଙ୍କୁ ବାଲେଶ୍ୱର ମେଡିକାଲକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking