24.1 C
Bhubaneswar
Sunday, December 7, 2025
Homeଓଡିଶାଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ: ସିସିଟିଭିରେ କଏଦ ଦୃଶ୍ୟ

ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ: ସିସିଟିଭିରେ କଏଦ ଦୃଶ୍ୟ

ଭୁବନେଶ୍ବର: ହାଇ ସିକ୍ୟୁରିଟି ଜୋନରେ ଲୁଟେରାଙ୍କ ହଲ୍ଲାବୋଲ । ଜଗନ୍ନାଥଙ୍କୁ ବି ଛାଡିଲେନି ଲୁଟେରା । ଭୁବନେଶ୍ବର ଏଜି ଛକ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ମୁହଁରେ କପଡା ବାନ୍ଧି ରାତି ପ୍ରାୟ ୧ ଟା ୫୦ ବେଳେ ହାତରେ ମାରଣାସ୍ତ୍ର ଧରି ଆସୁଛି ଲୁଟେରା । ଦାନବାକ୍ସ ଲୁଟିବା ପାଇଁ ଉଦ୍ୟମ କରୁଛି। ସିସିଟିଭି ତାର କାଟିବା ପରେ ଗେଟରେ ଲାଗିଥିବା ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ।  ଆଜି ପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking