24.1 C
Bhubaneswar
Saturday, March 28, 2026
Homeଓଡିଶାଖଣି ଅଧିକାରୀଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି: ଖଣି ମନ୍ତ୍ରୀ

ଖଣି ଅଧିକାରୀଙ୍କୁ ଆକ୍ରମଣ ବରଦାସ୍ତ କରାଯିବନି: ଖଣି ମନ୍ତ୍ରୀ

ଭୁବନେଶ୍ୱର: ଜଳେଶ୍ୱରରେ ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ  ଖଣି ମନ୍ତ୍ରୀ ବିଭୂତି ଜେନା କଡା ଚେତାବନ ଦେଇଛନ୍ତି । କହିଛନ୍ତି,   ମାଫିଆଙ୍କ ନାଁରେ ଏତଲା ଦିଆଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ । ପୂର୍ୱରୁ ଏମିତି ଅନେକ ମାଫିଆଙ୍କୁ ଗିରଫ କରାଯାଇଛି ।  ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଏହା ବରଦାସ୍ତ କରାଯିବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking