13.1 C
Bhubaneswar
Sunday, January 18, 2026
Homeଅପରାଧମିଳିଲା ଆଶାକର୍ମୀଙ୍କ ମୃତଦେହ

ମିଳିଲା ଆଶାକର୍ମୀଙ୍କ ମୃତଦେହ

ସୁନ୍ଦରଗଡ଼: ମିଳିଲା ଆଶାକର୍ମୀଙ୍କ ମୃତଦେହ । ନିଖୋଜ ଥିବା ଆଶାକର୍ମୀଙ୍କ ମୃତଦେହ ଉଦ୍ଧାର । ଏକ ପୋଖରୀରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଭାସ୍ମା ଥାନା ପତ୍ରାପଲ୍ଲୀ ଗାଁ ର ଘଟଣା । ସୂଚନା ଅନୁଯାଇ , ଗତ କାଲିଠୁ ନିଖୋଜ ଥିଲେ ଶୁଭାଶିନୀ ନାଏକ । ପୋଖରୀରୁ ଅଳ୍ପ ଦୂରରୁ ମିଳିଥିଲା ରକ୍ତ ଲଗା ମୋବାଇଲ । ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking