ନୟାଗଡ: ଥାନାରେ ମଦ ପିଇ ପୋଲିସ ଏଏସ୍ଆଇ ସସ୍ପେଣ୍ଡ । ଇଟାଭାଟି ଥାନାର ଏଏସ୍ଆଇ ଦଣ୍ଡପାଣି ଦାସ ହେଲେ ସସ୍ପେଣ୍ଡ । ଏଏସ୍ଆଇଙ୍କୁ ନିଲମ୍ବିତ କଲେ ନୟାଗଡ ଏସ୍ପି ଏସ୍. ସୁଶ୍ରୀ ।ଥାନାରେ ମଦ୍ୟପାନ କରି ପାଟିତୁଣ୍ଡ କରିଥିଲେ ଏଏସ୍ଆଇ । ଯେଉଁଥି ପାଇଁ ଏସ୍ପି ସୁଶ୍ରୀ ତାଙ୍କୁ ନିଲମ୍ବିତ କରିଥିବା ନେଇ ସୂଚନା ମିଳିଛି ।










