26.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଓଡିଶାକୁ ସେମିକଣ୍ଡକ୍ଟର ୟୁନିଟ ଆଣିବା ଲକ୍ଷ୍ୟ- ଅଶ୍ୱିନୀ

ଓଡିଶାକୁ ସେମିକଣ୍ଡକ୍ଟର ୟୁନିଟ ଆଣିବା ଲକ୍ଷ୍ୟ- ଅଶ୍ୱିନୀ

ନୂଆଦିଲ୍ଲୀ : ଓଡିଶାକୁ ସେମିକଣ୍ଡକ୍ଟର ୟୁନିଟ ଆଣିବା ଲକ୍ଷ୍ୟ ଓ ଓଡିଶାକୁ ବଡ ଆଇଟି ହବରେ ପରିଣତ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।  କହିଛନ୍ତି ,ସେମି କଣ୍ଡକ୍ଟର ଶିକ୍ଷା ପାଇଁ ରାଜ୍ୟର ୪ ଟି ବିଶ୍ୱବିଦ୍ୟାଳୟ ସାମିଲ  ଅଛନ୍ତି । ଆହୁରି ୫ଟି କଲେଜ ସାମିଲ କରିବାର  ସୁଯୋଗ ଅଛି । ଓଡିଶାରେ ସେମିକଣ୍ଡକ୍ଟର ୟୁନିଟ ଆଣିବା ଲକ୍ଷ୍ୟ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking