25.1 C
Bhubaneswar
Thursday, April 2, 2026
Homeଓଡିଶାକୁସୁମା ସ୍ପୋର୍ଟସ କମ୍ପ୍ଲେକ୍ସରେ ଆରମ୍ଭ ହେବ ଅଶୋକ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ  

କୁସୁମା ସ୍ପୋର୍ଟସ କମ୍ପ୍ଲେକ୍ସରେ ଆରମ୍ଭ ହେବ ଅଶୋକ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ  

ଯାଜପୁର: ଆସନ୍ତା ୨୯ ତାରିଖ ରୁ ଯାଜପୁର କୁସୁମା ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଆରମ୍ଭ ହେବ ଅଶୋକ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଯାଜପୁର କ୍ରିକେଟ ଆସୋଏସନ୍ ଏବଂ ମେଲବୋର୍ଣ୍ଣ କ୍ରିକେଟ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ର ୧୦ ଟି ଦଳ ଅଂଶଗ୍ରହଣ କରିବେ। ସାଲିସ ବିହୀନ ରାଜନେତା ସ୍ବର୍ଗତ ଅଶୋକ ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଆୟୋଜନ ହେଉଛି। ଏହି ମ୍ୟାଚ୍ ଆସନ୍ତା ଜାନୁଆରୀ ୭ ତାରିଖ ଦିନ ଉଦଯାପିତ ହେବ। ବିଜେତା ଦଳ କୁ ନଗଦ ୭୦ ହଜାର ଏବଂ ରନର୍ସ ଅପ ଦଳ କୁ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କାଳୀମେଘା ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking