26.1 C
Bhubaneswar
Monday, December 15, 2025
Homeଓଡିଶାପାଉଁଶ ପରିଚାଳନା ନେଇ ବୈଠକ

ପାଉଁଶ ପରିଚାଳନା ନେଇ ବୈଠକ

ସମ୍ବଲପୁର: ସମ୍ବଲପୁର ରେ ପାଉଁଶ ପରିଚାଳନା ନେଇ ବୈଠକ। ୪ ଜିଲ୍ଲାର କଳକାରଖାନରୁ ବାହାରୁଥିବା ପାଉଁଶ ନେଇ ଆଲୋଚନା । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ। ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ। ଉତ୍ତରାଅଞ୍ଚଳ ଆରଡିସିଙ୍କ ସହ ୪ ଜିଲ୍ଲାର ଜିଲ୍ଲାପାଳ ସାମିଲ । ପ୍ରଦ୍ୟୁଷଣ ବୋର୍ଡ ର ନିୟମ ଉପରେ ଆଲୋଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking