31.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଅରବିନ୍ଦ କେଜ୍ରିୱାଲ ପୁଣି ପଛୁଆ

ଅରବିନ୍ଦ କେଜ୍ରିୱାଲ ପୁଣି ପଛୁଆ

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି ।  ଦିଲ୍ଲୀର ୭୦ ଆସନରୁ ୪୩ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୭ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ ସିଟ ପାଇଛି । ଷଷ୍ଠ ରାଉଣ୍ଡରେ ପୁଣି ପଛେଇଲେ କେଜ୍ରିୱାଲ । ଆଗରେ ବିଜେପିର ପ୍ରଭେଶ ବର୍ମା । କେଜ୍ରିୱାଲଙ୍କ ଠାରୁ ୨୨୫ ଭୋଟ ଆଗରେ ପ୍ରଭେଶ ରହିଛନ୍ତି । ସପ୍ତମ ରାଉଣ୍ଡରେ ବି ପଛେଇଲେ କେଜ୍ରିୱାଲ । ଆଗରେ ବିଜେପିର ପ୍ରଭେଶ ବର୍ମା । କେଜ୍ରିୱାଲଙ୍କ ଠାରୁ ୨୩୮ ଭୋଟ ଆଗରେ ପ୍ରଭେଶ ରହିଛନ୍ତି ।

ଦିଲ୍ଲୀ ବିଜେପି ଆପ କଂଗ୍ରେସ ଅନ୍ୟାନ୍ୟ
70 43 27 0 0

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking